ଜର୍ମାନୀରେ କାର୍‌ ଆକ୍ରମଣ: ୩ ମୃତ

ବର୍ଲିନ୍‌ : ଜର୍ମାନୀର ମ୍ୟୁନଷ୍ଟର ସହରରେ ଆଜି ଏକ ବଡ଼ ଧରଣର କାର୍‌ ଆକ୍ରମଣ ହୋଇଛି। ରାସ୍ତାକଡ଼ରେ ବସିଥିବା ଲୋକମାନଙ୍କ ଉପରକୁ କାରଟି ଚଢ଼ିଯାଇଥିଲା। ଏଥିରେ ତିନି ଜଣ ଲୋକ ପ୍ରାଣ ହରାଇଥିବା ବେଳେ ଅନ୍ୟ ୩୦ ଜଣ ଆହତ ହୋଇଛନ୍ତି। ଆକ୍ରମଣ ପରେ କାର ଚାଳକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି। ଏହା ଦୁର୍ଘଟଣା ନା ଆତଙ୍କବାଦୀ ଆକ୍ରମଣ ତାହା ସ୍ପଷ୍ଟ କରିନାହିଁ ପୋଲିସ। ତେବେ କାର … Continue reading ଜର୍ମାନୀରେ କାର୍‌ ଆକ୍ରମଣ: ୩ ମୃତ